ପୁରୀରେ ହେବ ବାୟୋଗ୍ୟାସ ପ୍ଲାଣ୍ଟ, ଦୈନିକ ୧୦୦ ଟନ ଆବର୍ଜନା ପରିଚାଳନା

ETVBHARAT 2026-02-05

Views 1

ପୁରୀରେ ଏକ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଯାଉଛି । ଏହି ପ୍ଲାଣ୍ଟକୁ ଅଏଲ ଇଣ୍ଡିଆ ନିର୍ମାଣ କରିବ । ରାଜ୍ୟ ସରକାର ଏନେଇ ଅନୁମତି ପ୍ରଦାନ କରିଛନ୍ତି ।

Share This Video


Download

  
Report form
RELATED VIDEOS