ପାଣ୍ଡୁଲିପି ଉପରେ ହେବ ଅଧିକ ଗବେଷଣା; ଲୋକଙ୍କ ନିକଟରେ ଥିବା ପୁରୁଣା ପୋଥିକୁ ଦିଆଯିବ ସମ୍ମାନ, ଦକ୍ଷିଣ ଓଡିଶା 'ସ୍ୱାସ୍ଥ୍ୟ ପୋଥି'ର ଗନ୍ତାଘର

ETVBHARAT 2026-01-31

Views 3

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ 2000 ଅଧିକ ତାଳପତ୍ର ପାଣ୍ଡୁଲିପିର ଏକ ଗୁରୁତ୍ୱପୂର୍ଣ୍ଣ ଭଣ୍ଡାର ରହିଛି । ଯାହାର ଏକ ପ୍ରମୁଖ ଅଂଶ ଆୟୁର୍ବେଦିକ ଜ୍ଞାନକୁ ଧାରଣ କରିଛି ।

Share This Video


Download

  
Report form
RELATED VIDEOS