ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ୍ୟୁ, ଦୁଇ ଗୁରୁତର

ETVBHARAT 2026-01-28

Views 62

ବିଳମ୍ବିତ ରାତିରେ ହଠାତ ଭୟଙ୍କର ବାଣ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ଜଳି ପୋଡି ପାଉଁଶ ହୋଇଯାଇଛି ।

Share This Video


Download

  
Report form
RELATED VIDEOS