ଆସନ୍ତା ୩ ତାରିଖ ସନ୍ଧ୍ୟାରେ ପୁରୀରେ ପହଞ୍ଚିବେ ରାଷ୍ଟ୍ରପତି, ୪ ତାରିଖ ସକାଳେ କରିବେ ମହାପ୍ରଭୁଙ୍କ ଦର୍ଶନ

ETVBHARAT 2026-01-27

Views 2

ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଯୁଗ୍ମ ବୈଠକରେ ରାଷ୍ଟ୍ରପତିଙ୍କ ଦର୍ଶନ ନିମନ୍ତେ ପ୍ରସ୍ତୁତିକୁ ନେଇ ସମସ୍ତ ଦିଗ ଉପରେ ଆଲୋଚନା ହୋଇଛି ।

Share This Video


Download

  
Report form
RELATED VIDEOS