କାଲି ଓଡିଶା ବନ୍ଦ; ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା, କଂଗ୍ରେସର ସମର୍ଥନ

ETVBHARAT 2026-01-27

Views 1

ଆସନ୍ତାକାଲି ନଵନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା । ଆନ୍ଦୋଳନକୁ କଂଗ୍ରେସର ସମର୍ଥନ । ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ।

Share This Video


Download

  
Report form
RELATED VIDEOS