ଲକ୍ଷ୍ମୀନାରାୟଣପୁରର ନିଆରା 'ହାଣ୍ଡି ବାଡ଼ିଆ' ପର୍ବ; ଗାଁ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି ଉତ୍ସବ

ETVBHARAT 2026-01-24

Views 158

କେନ୍ଦ୍ରାପଡା ଲକ୍ଷ୍ମୀନାରାୟଣପୁର ଗାଁରେ ଦେଖିବାକୁ ମିଳିଥାଏ ନିଆରା ପରମ୍ପରା । ଗାଁର ପ୍ରାୟ ୬୦ ପରିବାରର ପାଖାପାଖି ୩୦୦ରୁ ଅଧିକ ଲୋକ ନିଆରା ଢଙ୍ଗରେ 'ହାଣ୍ଡି ବାଡ଼ିଆ' ପର୍ବ ପାଳନ କରନ୍ତି ।

Share This Video


Download

  
Report form
RELATED VIDEOS