ବୋହୂର ଅଭିଯୋଗ, 'ଝିଅ ଜନ୍ମ ହେଲା ବୋଲି ଶୋଇଥିବା ବିଛଣାରେ ନିଆଁ ଲଗାଇଦେଲେ ଶ୍ବଶୁର'

ETVBHARAT 2026-01-24

Views 5

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଅଭାବନୀୟ ଘଟଣା । ଝିଅ ଜନ୍ମ ହୋଇଥିବାରୁ ବୋହୂକୁ ପୋଡ଼ି ମାରି ଦେବାକୁ ଶ୍ବଶୁର ଉଦ୍ୟମ କରିଥିବା ଅଭିଯୋଗ । ବିଛଣାରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ନେଇ ଥାନାରେ ମାମଲା।

Share This Video


Download

  
Report form
RELATED VIDEOS