ପୁରୀକୁ ବିପଦ କି ଯାଯାବର ? ରଥଯାତ୍ରା ପରଠୁ ଯାଞ୍ଚ ବନ୍ଦ, ବଢୁଛି ସଂଖ୍ୟା

ETVBHARAT 2026-01-23

Views 10

ପର୍ଯ୍ୟଟନ ସ୍ଥଳୀ ପୁରୀରେ ବୃଦ୍ଧି ପାଉଛି ସନ୍ଦିଗ୍ଧ ଯାଯାବରଙ୍କ ସଂଖ୍ୟା । ରଥଯାତ୍ରା ପରଠୁ ଏମାନଙ୍କ ଯାଞ୍ଚ ବନ୍ଦ ରଖିଛି ପୋଲିସ । ପୁରୀ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କଲେ ବୁଦ୍ଧିଜୀବୀ ।

Share This Video


Download

  
Report form
RELATED VIDEOS