ଚିନ୍ତା ବଢ଼ାଉଛି ସ୍କୁଲରେ ଜଣ୍ଡିସ; ସତର୍କ ରହିବାକୁ ଡ଼ିଇଓଙ୍କୁ ନିର୍ଦ୍ଦେଶ

ETVBHARAT 2026-01-13

Views 0

ସ୍କୁଲରେ ଜଣ୍ଡିସ ବ୍ୟାପିବା ଏକ ଚିନ୍ତାର ବିଷୟ। ଜଣ୍ଡିସ ନିରାକରଣ ପାଇଁ ସମସ୍ତ ଜିଲ୍ଲାର ଡିଇଓମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଆବଶ୍ୟକ ପଡ଼ିଲେ ସ୍ୱାସ୍ଥ୍ୟ ବିଭାଗର ମଧ୍ୟ ସହଯୋଗ ନିଆଯିବ।

Share This Video


Download

  
Report form
RELATED VIDEOS