ବିଦେଶୀ ପକ୍ଷୀଙ୍କ ସ୍ୱର୍ଗ ହୀରାକୁଦ ଜଲଭଣ୍ଡାର; ପ୍ରତି ବର୍ଷ ବଢୁଛି ବିହଙ୍ଗ ସଂଖ୍ୟା, ପକ୍ଷୀ ସୁରକ୍ଷା, ସଚେତନତା ପାଇଁ 'ବାର୍ଡ ଭିଲେଜ'

ETVBHARAT 2026-01-08

Views 8

ଶୀତ ଦିନେ ବିଦେଶୀ ପକ୍ଷୀଙ୍କ ସୁରକ୍ଷିତ ଆଶ୍ରୟ ସ୍ଥଳୀ ହୀରାକୁଦ ଜଲଭଣ୍ଡାର । 3 ବର୍ଷ ହେଲା ଲଗାତାର ବଢୁଛି ଦରିଆ ପାର ବିହଙ୍ଗଙ୍କ ଆଗମନ ।

Share This Video


Download

  
Report form
RELATED VIDEOS