ନବରାତ୍ର ପାଇଁ ଉତ୍ସବ ମୁଖର ରେଶମ ସହର, ଚାଲିଛି ଦୁର୍ଗାଙ୍କ ଷୋଡଶ ଉପଚାର ପୂଜା

ETVBHARAT 2025-09-23

Views 6

ରାଜ୍ୟର ପ୍ରମୁଖ ଶକ୍ତିପୀଠମାନଙ୍କରେ ଷୋଡଶ ଦିବସୀୟ ପୂଜା ଆରମ୍ଭ ହୋଇଯାଇଛି । ରେଶମ ସହରର ପୂଜା ମଣ୍ଡପରେ ନବଦିନାତ୍ମକ ପୂଜା ସୋମବାର ରାତ୍ରରୁ ପାରମ୍ପାରିକ ରୀତିନୀତିରେ ଆରମ୍ଭ ହୋଇଯାଇଛି ।

Share This Video


Download

  
Report form
RELATED VIDEOS