ନୀଳଗିରିକୁ କାହିଁକି କୁହାଯାଏ ତୃତୀୟ ଶ୍ରୀକ୍ଷେତ୍ର ? ଏଠାରେ ତିନିଦିନ ହୁଏ ରଥଯାତ୍ରା

ETVBHARAT 2025-06-11

Views 5

ତୃତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୀଳଗିରିରେ ପ୍ରତିବର୍ଷ ନିଆରା ରଥଯାତ୍ରା ପାଳନ କରାଯାଇଥାଏ । ଏଠାରେ ତିନି ଦିନ ଧରି ଚାଲେ ମହାପ୍ରଭୁଙ୍କ ଘୋଷଯାତ୍ରା ।

Share This Video


Download

  
Report form
RELATED VIDEOS