ରାଜ୍ୟର ପ୍ରଥମ ଭ୍ରାମ୍ୟମାଣ ସଂଗ୍ରହାଳୟ, ରହିଛି ୧୭୨ ପ୍ରକାରର ପାରମ୍ପରିକ ଲୋକ ଉପକରଣ

ETVBHARAT 2025-05-17

Views 10

କଟକ ମଧୁପାଟଣା ଅଞ୍ଚଳରେ ରହିଛି ଏହି ଭିନ୍ନ ଆଉ ନିଆରା ସଂଗ୍ରହାଳୟ । ଏଠି ରହିଛି ୧୭୨ ପ୍ରକାରର ପାରମ୍ପରିକ ଲୋକଉପକରଣ । କଟକରୁ ନାରାୟଣ ସାହୁଙ୍କ ରିପୋର୍ଟ ।

Share This Video


Download

  
Report form
RELATED VIDEOS