Tragic Incident: Student Drowns in Power Canal under Burla Police Station, Sambalpur | Urgent Search Operation by Police

ALL ODISHA NEWS 2023-05-10

Views 1

ବୁର୍ଲା ଥାନା ଅନ୍ତର୍ଗତ 18 ହଜାର ପାଓ୍ବାର କେନାଲରେ ଭାସିଗଲେ ଛାତ୍ରୀ | ପୁରୁଷ ବନ୍ଧୁ ସହ ବୁଲିବାକୁ ଯାଇଥିବାବେଳେ ଭାସି ଯାଇଥିବା ସୂଚନା | ତେବେ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଂଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି | ତେବେ ରାତ୍ରି ସମୟ ହୋଇଥିବାରୁ ସର୍ଚ୍ଚ ଅପରସେନକୁ ସ୍ଥଗିତ କରାଯାଇଛି | ସୂଚନା ଅନୁସାରେ ନିଖୋଜ ଛାତ୍ରୀ ଜଣକ ଝାରସୁଗୁଡା ଜିଲ୍ଲାର ବୋଲି ଜଣାପଡିଛି | ତେବେ ପୁରୁଷ ବନ୍ଧୁଙ୍କ ସହ ସୋସିଆଲ ମିଡିଆରେ ପରିଚୟ ହୋଇଥିବାବେଳେ ଏହା ତାଙ୍କର ପ୍ରଥମ ଦେଖା ଥିଲା ବୋଲି ଜଣାପଡିଛି | ତେବେ ପୁରୁଷ ବନ୍ଧୁଙ୍କ ଘର ସମ୍ବଲପୁର ସହର ଧନୁପାଲି ବୋଲି ଜଣାପଡିଛି | ଉଭୟେ ସେଠାରେ ବସି କଥାବାର୍ତ୍ତା ହେଉଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି |
In this heart-wrenching incident, a student has tragically drowned in the power canal located under Burla Police Station, Sambalpur. The local authorities have launched an urgent search operation to locate the missing student and ensure their safety. This video provides the latest updates on the ongoing rescue efforts by the police. Stay informed about this unfortunate incident and join us in hoping for a successful outcome. Our thoughts and prayers are with the student's family and friends during this difficult time.
#odishanews #odianews #sambalpurtragicincident #studentdrowned #breakingnewsodisha #allodishanews

Share This Video


Download

  
Report form
RELATED VIDEOS