Chief Minister Naveen Patnaik inaugurated the online RTO service

Oneindia Odia 2021-02-11

Views 4

#ଗୋଟିଏ_କ୍ଲିକରେ_ଲାଇସେନ୍ସ
ଅନଲାଇନ ଆରଟିଓ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5-ଟି ଅଧିନରେ ପେପରଲେସ୍ ହେଲା ଓଡ଼ିଶାର ପରିବହନ ବିଭାଗ । ଅନଲାଇନ୍ ମାଧ୍ୟମରେ ଗ୍ରାହକ କରିପାରିବେ ଗାଡ଼ିର ପଞ୍ଜିକରଣ ।
#Odisha #Naveen_Patnaik #BJD

Share This Video


Download

  
Report form