Commissionerate Police's helpline number for Cyber Fraud

Oneindia Odia 2021-01-07

Views 32

#ସାଇବର_ଅପରାଧିଙ୍କୁ_ନିସ୍ତାର_ନାହିଁ
ସାଇବର ଅପରାଧରେ ରୋକ୍ ଲଗାଇବା ପାଇଁ କମିଶନରେଟ୍ ପୁଲିସ ଜାରି କଲା ହେଲ୍ପ ଲାଇନ୍ ନମ୍ବର । ଜାରି ହୋଇଥିବା ନମ୍ବରକୁ କଲ୍ କରିବା ମାତ୍ରେ ଠକଙ୍କ ନମ୍ବରକୁ ବ୍ଲକ୍ କରାଯିବ । ଠକେଇ ଟଙ୍କା କେଉଁ ଆକାଉଣ୍ଟକୁ ଯାଉଛି ତାକୁ ଧରିବ ପୁଲିସ । ଶୁଣନ୍ତୁ ପୁଲିସ କମିଶନର ଏବାବଦରେ କ'ଣ କହୁଛନ୍ତି
#Odisha Commissionerate Police Bhubaneswarcuttack #CyberFraud

Share This Video


Download

  
Report form